ପିନାକୀ ମିଶ୍ର : କବିତା : ପ୍ରେମ ପ୍ରସ୍ତୁତି
ପ୍ରେମ ପ୍ରସ୍ତୁତି।। ପିନାକୀ ମିଶ୍ର ।। ଏତେ ଈର୍ଷା କାହିଁକି ? ଜାଣିନିକିଏ ଦେଇଛି କବିତା କଳାକୋଉଠୁ ଆସିଛି, କେତେକାଳ ରହିବ ? ଖସୁଛି- ବର୍ଷା ପରି, କନକକିରଣ ପରିଭ୍ରମର ଚୁମ୍ବନ, ତୁଠ ତନୁ ପଖଳା,ପଥରରେ ନିହାଣକାମ ସାରିଦେଇ ଫେରିଯିବ ସେ’ହାତ ନଥିବକବିତା ଥିବମାଟିଗର୍ଭରୁ ଦିନେ ତ ପ୍ରତିମା ଫୁଟି ବାହାରିବା ଥୟ । ମନେ…



