ବଚ୍ଚାଲାଲ୍ (ଉନ୍ମେଷ) : ସାଇପଡ଼ିଶା : କବିତା : ଜାତି କ’ଣ : ମର୍ମାନୁବାଦ : ଅକ୍ଷୟ କୁମାର ସାମାଲ

ଜାତି କ’ଣ ମୂଳ ହିନ୍ଦୀ : ବଚ୍ଚାଲାଲ୍ (ଉନ୍ମେଷ)ମର୍ମାନୁବାଦ : ଅକ୍ଷୟ କୁମାର ସାମଲ ଏ ବାବୁ ତୋର ଜାତି କ’ଣ ?ଦଳିତ ହଜୁର !ନା… ମାନେ କେଉଁ ଉପଜାତିରେ ଆସୁ ?ହଜୁର !ଆପଣଙ୍କ ଘୃଣା ଓ ଗାଳିରେ ଆସୁ,ପୁତିମୟ ନାଳିରେ ଆସୁଆଉ ପଙ୍ଗତରେ ଆମ ପାଇଁ ରଖାଯାଇଥିବାଅଲଗା ପତ୍ରରେ ଆସୁ !ନିଶ୍ଚିୟ ହିନ୍ଦୁ ହୋଇଥିବୁ…??ହଁ…

ଶ୍ବେତପଦ୍ମା ବିଶ୍ବାଳ : ନବସ୍ବାକ୍ଷର : କବିତା : (୧)ହେ କଲମ ଜାଗ୍ରତ ହୁଅ (୨) ସ୍ମୃତି ତୁମେ…

ହେ’ କଲମ..! ଜାଗ୍ରତ ହୁଅ।। ଶ୍ୱେତପଦ୍ମା ବିଶ୍ୱାଳ ।। ଆମର ଈଡ଼ା,ସୁଷୁମ୍ନାରେ ଦିନେଦେଶପ୍ରେମ ଭରିଦେଇ ଥିଲା କଲମ…ଧୂର୍ଜରି ଜଟାଜୁଟ ଇଂରେଜ ପ୍ରାଣକୁପ୍ରକମ୍ପିତ କରିଥିଲା ଏଇ ଲେଖକର କଲମ । ଗଙ୍ଗାରୁ ଗୋଦାବରୀହିମାଳୟରୁ କନ୍ୟାକୁମାରୀରଶୋଭା ବର୍ଣ୍ଣିଥିଲା  ଏଇ କଲମ,ସ୍ବର୍ଣ୍ଣାକ୍ଷରରେ ଅମରବୀରଙ୍କ କାହାଣୀଲେଖିଥିଲା ଏଇ କଲମ । ଭାବନାର ପରିଧିରେସ୍ୱାର୍ଥର ସୀମାରେଖା ବାହାରେସବୁବେଳେ ଲେଖକର ସ୍ଥାନ…ଲେଖକର କଲମ ହିଁ …

ଅଜୟ କୁମାର ମହାନ୍ତି : ଗଳ୍ପ : ଋଷିକେଶର ଅତିଥି

ଋଷିକେଶର ଅତିଥି।। ଅଜୟ କୁମାର ମହାନ୍ତି ।। ପ୍ରତ୍ୟେକ ମନୁଷ୍ୟ ଜୀବନରେ ଝଡଝଞ୍ଜା ଆସେ। କେତେବେଳେ ଏହା ମାନବକୃତ ବା ଦୈବୀକୃତ। ମନୁଷ୍ୟ ନିଜର ଭୁଲ ପଦକ୍ଷେପ ପାଇଁ ବିପଦର ସମ୍ମୁଖୀନ ହୁଏ । ସେହିଠାରୁ ଆରମ୍ଭ ହୁଏ ମନୁଷ୍ୟତ୍ୱର ଅସଲ ପରୀକ୍ଷା। ଯେପରି ଜାହାଜର କପ୍ତାନ ଭୀଷଣ ଝଡ଼ ବତାସ ସହିତ ମୁକାବିଲା କରି…

ସରୋଜ ବଳ : ବିଶେଷ କବିତା : ନଈରୁ ଫେରୁଥିବା ପବନ

ନଈରୁ ଫେରୁଥିବା ପବନ।। ସରୋଜ ବଳ ।। ଅଳପ ଖରାରେ ତୁ ଜଳିଯାଉଚୁମାନେ ତୋର ଛତା ନାଇଁ । ରକଟିଗଲାଣି ଅଇଁଠା ହାତ, ଚାଟିନେନେସିଗଲାଣି ଆଖିକଳା, ବାଗେଇନେହୁଗୁଳି ଗଲାଣି ଖୋସଣିସଭା ମଝିରେ ସଜାଡ଼ିବୁ ନା ପଳେଇବୁଅନ୍ତରାଳକୁ ଟିକେ, ଭାବିନେ | ଅଳ୍ପ ଟିକେ ଅନ୍ଧାରରେ ତୁ ମିଳେଇ ଯାଉଛୁମାନେ ତୋର ଛାଇ ନାଇଁ । ତୁ…

ମମତା ଦାଶ : ବିଶେଷ କବିତା : ମିଛଗପ

ମିଛଗପ।। ମମତା ଦାଶ ।। ସବୁକିଛିକୁ ମୁଁ ପୋଛିଦେଲି ସେ କାଗଜରୁ।ଧୋଇଦେଲି ପୋଖରୀରେ, ନଦୀରେ…ସମୁଦ୍ରପାଣିରେ ତା’ପରେ। ମୋର ହାତପାପୁଲି ଲାଲ, ପାଣି ବି ଲାଲ।“ଅକ୍ଷର ସବୁ ରକ୍ତରେ ଲେଖାଥିଲା କି ?”ମୁଁ ପଚାରିଲି।“ରକ୍ତର ତ ଚିରସ୍ଥାୟୀ ରଙ୍ଗ ନଥାଏ।”ସେ ମୋ କଥାକୁ କାଟିଦେଲେ ସଙ୍ଗେ ସଙ୍ଗେ। “ମାଂସ ରେ ତିଆରି ଥିଲା କି ସେ କାଗଜ?ତମର…

ଧରିତ୍ରୀ ପାଇକରାୟ : କବିତା : ଅନ୍ତର୍ଦାହ

ଅନ୍ତର୍ଦାହ।। ଧରିତ୍ରୀ ପାଇକରାୟ ।। ଛାତିର ଆକାଶରେମାଳମାଳ ଧର୍ଷିତ କୋହଜଳୁଥାଏ ବିଜୁଳି ନିଆଁରେ… ଆଖି ଆଷାଢ଼ ହୋଇଅନ୍ତରର ଅସୁମାରୀଅଝଟିଆ ଲୁହକୁଅସରା ଅସରା ବର୍ଷୁଥାଏ । ଧୂସର ଧରା ପରିଦୁଃଖର ତତଲା ଧାରାକୁପଣତ ମୋ ପି’ ଯାଏ… ବେଦନା ବଢ଼ୁଥାଏ ନିତିମନର ମରୁରେଯନ୍ତ୍ରଣା ମୋ ଲମ୍ବୁଥାଏ ଜୀବନ ବୈଶାଖୀ ଝାଞ୍ଜିରେ।

କରୁଣାକର ପାଟ୍ଟଶାଣୀ : କବିତା : ଚାରଣଚର୍ଯା

ଚାରଣଚର୍ଯା।। କରୁଣାକର ପାଟ୍ଟଶାଣୀ ।। ମାଆ ପିଠିର ଝୁଲାରୁ ଉତୁରୁ ଉତୁରୁସେ ବେଙ୍ଗଛୁଆ ପରି ମାପିଥିଲା ଦୁନିଆବକଟେ ପାଦରେ…ମା’ ଗାରେଇଥିଲା ତା’ ମଥାର ଭାଗ୍ୟରେଖାଉଠାଚୁଲି ଅଙ୍ଗାରରେ । କଙ୍କି, ପ୍ରଜାପତି ନୁହେଁମେଣ୍ଢାପଲ ପଛେ ପଛେ ଫେରିଛି ସେଗୋଧୂଳି ଗଳିରେପିଠିରେ ବସ୍ତାନୀ ବୋହି ସ୍କୁଲ ଯାଇନି କେବେଆତ୍ମସ୍ଥ କରିଛି କିନ୍ତୁରାଶି ରାଶି ପେଟ ଓ ପାଟଣାର ପଙ୍କ୍ତିପିମ୍ପୁଡ଼ିର…

ପ୍ରଦୀପ ବନ୍ଧ : କବିତା : ଦୁଃଖ

ଦୁଃଖ।। ପ୍ରଦୀପ ବନ୍ଧ ।। ଯେତେବେଳେ ଦେଖ ଖାଲି ଦୁଃଖର ଢେଉଅଯାଚିତ ମାଡ଼ିଆସେ ଜଞ୍ଜାଳର ସୁଅଆଖି ଯୋଡ଼ାକଲୁହର ସମୁଦ୍ରରେ ନୌକା ଭଳି ଭାସୁଛିସେଠି ନାଉରି ବି ହାର ମାନିବାକିଛି ନୂଆକଥା ନୁହଁ ଆଖି ଖୋଲିଲେ ଅସହାୟତାଆଖି ବୁଜିଲେ ଓଠଥରା କୋହଜୁଡୁବୁଡୁ ଝାଳ ଗହଗହ ଅନ୍ଧାରଘୋ’ ଘୋ’ ଝଡ଼ ଓ ପ୍ରଳୟ ନିତି ନିତି ପବନ ବି…

ଆଶିଷ କୁମାର ମିଶ୍ର : କବିତା : ଦେବୀଦ୍ରୋହ

ଦେବୀଦ୍ରୋହ।। ଆଶିଷ କୁମାର ମିଶ୍ର ।। ଅବନ୍ଧ ବନ୍ଧରେ ପୁରିଛି ଜଳ,ବୁଡ଼ି ବୁଡ଼ି ଗାଧେଇବୁ ଯା’ଏଥର ଜଳେ ବୁଡ଼ି ମରଣ ନାହିଁ ତୋର ! କେଶ ଓଦା କଲେଗର୍ଜି ଉଠିବ ମେଘ ଆକାଶକୁ,  ଗର୍ଜୁ !କଜ୍ଜ୍ବଳ ଧୋଇ ହେଲେ କଳା ଦିଶିବ ସୂର୍ଯ୍ୟ ପଦ୍ମକୁ, ଦିଶୁ ! ମେଘ ଓ ସୂର୍ଯ୍ୟ ଏକାସାଙ୍ଗେ ଆସିବିଦ୍ରୋହ କରିପାରିବେନି ତୋ…