ମୃଗେଶ ବୈଷ୍ଣବ ପାଣିଗ୍ରାହୀ : କବିତା : ସଂଧ୍ୟାରାଗ : ଦୁଇ
ସଂଧ୍ୟାରାଗ:ଦୁଇ।। ମୃଗେଶ ବୈଷ୍ଣବ ପାଣିଗ୍ରାହୀ ।। କବିତାମାନେଆଉ କବିତା ପରି ଦିଶୁନାହାନ୍ତି,ଦିଶୁଛନ୍ତି ଠିକ୍ ତୋ ପରି,ସେଇ ଢଳ ଢଳ ଆଖିଆଖିରେ ସମୁଦ୍ରେ ନୀରବତାସେଇ ଅଧିର ଓଠଓଠରେ ବର୍ଷ ବର୍ଷର ଆତ୍ମୀୟତାସେଇ ମୁଲାୟମ ହାତ ପାପୁଲିହାତ ପାପୁଲିରେ ମୋତେ ବାରମ୍ବାର ଆଙ୍କିବାର ଉନ୍ମାଦ ସେଇ ଅସ୍ଥିର ଅଳତା ଲଗା ପାଦପାଦରେ ଜନ୍ମ ଜନ୍ମାନ୍ତରର କାରୁଣ୍ୟ। ଏବେ ପକ୍ଷୀମାନେ ବିପକ୍ଷୀ…



