ପ୍ରଦୀପ କୁମାର ରାୟ : ଆଲୋଚନା : ଏକ ଆଲେଖ୍ୟ ନୋବେଲ୍ ପୁରସ୍କାର ବିଜେତା ହାନ୍ କାଙ୍ଗ
ହାନ୍ କାଙ୍ଗ୍ ଓ ‘ହ୍ୱାଇଟ୍ ବୁକ୍’।। ପ୍ରଦୀପ କୁମାର ରାୟ ।। [ସଂପ୍ରତି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣ-କୋରିଆର ବହୁଚର୍ଚ୍ଚିତ ଲେଖିକା ହାନ୍ କାଙ୍ଗ୍ ପାଇଛନ୍ତି ନୋବେଲ ପୁରସ୍କାର। ୨୭ ନଭେମ୍ବର ୧୯୭୦ରେ ଦକ୍ଷିଣକୋରିଆର ଗ୍ୱାଙ୍ଗଜୁରେ ଜନ୍ମଗ୍ରହଣ କରିଥିବା ଏହି ୫୪ ବର୍ଷିୟା ଲେଖିକାଙ୍କ ଦ ଭେଜିଟେରିଆନ୍, ୟୋର୍ କୋଲ୍ଡ ହେଣ୍ଡସ୍, ଦ…



