ମୋନାଲିସା ମିଶ୍ର : ଗଳ୍ପ କଥନ : ଢେଉ ଆସେ
ଢେଉ ଆସେ।। ମୋନାଲିସା ମିଶ୍ର ।। ମଧୁ !ଉଁ.. !ଏଁ ! କିଏ ଡାକିଲା କାହାକୁ ? ଡାକଟି ଶୁଣିଲି; କିନ୍ତୁ ନ ଶୁଣିଲା ପରି ରହିଲି, ଏପଟସେପଟକୁ ବି ଟିକେ ଚାହିଁଲି ନାହିଁ, ଚୁପ୍ଚାପ୍ ସେମିତି ଚାହିଁରହିଲି ସମୁଦ୍ରକୁ। ଅପେକ୍ଷା କରିଥିଲି କେତେବେଳେ ଉଇଁଲା ସୂର୍ଯ୍ୟ କିରଣରେ ଚିକିମିକିଆ ଶାଢ଼ି ପରି ଝିଲ୍ମିଲ୍ ଦିଶିବ…