ପ୍ରଦୀପ କୁମାର ରାୟ : ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଳଙ୍କ ଉପରେ ଏକ ନମ୍ର ଆଲେଖ୍ୟ ।
ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଳଙ୍କ ଉପରେ ଏକ ନମ୍ର ଆଲେଖ୍ୟ ।। ପ୍ରଦୀପ କୁମାର ରାୟ ।। ୨୦୨୪ ମସିହା ପାଇଁ ଘୋଷିତ ହୋଇଛି ୫୯ ତମ ଜ୍ଞାନପୀଠ ପୁରସ୍କାର। ଏଥର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ହିନ୍ଦୀ ସାହିତ୍ୟର ବିଶିଷ୍ଟ କବି ତଥା ଔପନ୍ୟାସିକ ବିନୋଦ କୁମାର…

