ବିପିନ୍ ଲେଙ୍କା : ଗଳ୍ପ : ମାମା
ମାମା।। ବିପିନ୍ ଲେଙ୍କା ।। ମନେ ପଡ଼ିଲା… ସେଦିନ ପ୍ରିନ୍ସପାଲ୍ ପିଅନ ହାତରେ ମୋତେ କ୍ଲାସ ଅଧାରୁ ଡକେଇ ଆଣିଥିଲେ ତାଙ୍କ ରୁମକୁ । ସେଠି କୁନାମାମା ଅପେକ୍ଷା କରିଥିଲେ । କାହିଁକି କେଜାଣି କୋଳେଇ ନେଇ ବହେ ଚୁମି ପକେଇଲେ ମତେ ଓ ମଟରସାଇକେଲରେ ବସେଇ ଆମ ଘରକୁ ନେଇଆସିଲେ । ଘରେ ବନ୍ଧୁ…


