କାଶୀନାଥ ନନ୍ଦୀ : ଗଳ୍ପ : କାଠଘୋଡ଼ା

ହାଡ଼ ଉପରେ ମୁହଁଟି ଲାଖିଯାଇଥାଏ । ମୁହଁରେ ଆଖି । ଆଖି ଥାଏ ଗଭୀରରେ । ସେଠି ଦିଶୁନଥାଏ ଜୀବନ । ମଲାମୁହଁରେ ମଲାଆଖି ଯୋଡ଼ିକ ଯେମିତି ମରିଯାଇଥାଏ । ପିନ୍ଧିଥାଏ ଶାଢ଼ୀ ଖଣ୍ଡେ । ସେଠି ରଙ୍ଗ ପ୍ରାୟ ନଥାଏ । ଥାଏ ଯଦି, ଥାଏ ମଳିରଙ୍ଗ । ତା’ ହାତର ଆଙ୍ଗୁଳି ସବୁ…

ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ : ଗଳ୍ପ : ସିପାହୀ

ରାତି ଯେତେ ଯେତେ ବଢୁଥିଲା, ଅଂଶିକାର ଉଦ୍‌ବିଗ୍ନତା ସେତେ ସେତେ ବଢୁଥିଲା । ଋଚିକା ଏଯାଏଁ ଘରକୁ ଫେରିନି । ସଂଜବେଳୁ ଗଲାଣି ସାଙ୍ଗମାନଙ୍କ ସହ, ଥରେ ଖାଲି ଫୋନ୍ କରିଥିଲା ଯାହା । ସେ ବି ସାତଟା ବେଳକୁ । ଜୋର୍‌ରେ ମ୍ୟୁଜିକ୍‌ ଶୁଭୁଥିଲା ସେତେବେଳେ । ହୋ ହୋ ହସ ବି ।…

ରବି ଶତପଥୀ : କବିତା : ଫେରି ଆସୁଥାଏ

ପ୍ରତିଥର ମୁଁମୁକ୍ତାର କାକର ଟୋପାଟେ ହୋଇଖସିପଡୁଥାଏପ୍ରିୟ ଘାସଫୁଲଙ୍କ ପାଖୁଡ଼ାରୁ,କେବେ ପୁଣି ରାତିଅଧରନିରୀହସ୍ବପ୍ନ ପରିମୁଁ ଫେରାର୍ ହୁଏମାୟାବୀ ସକାଳରଚକ୍ ଚକ୍ ଆଲୁଅରେ । ପ୍ରତିଥର ମୁଁମୋ ଅର୍ଜିତ ପାପପୂଣ୍ୟକୁମୋ ଅସରନ୍ତି ନିଶ୍ବାସରନିକିତିରେ ତଉଲେ,ବୟସର କାଠଗଡ଼ାରେ ଠିଆହୋଇ ଜୀବନର ରାୟ ଶୁଣେ,ଶାସ୍ତି ପାଏ, ମୁକ୍ତି ଭୁଲେଆଲୁଅରୁ ଅନ୍ଧାର ଆଡ଼କୁଗୋଟେ ଛାଇହୋଇ ହାତବଢ଼ାଏ,ଅଦୃଶ୍ୟ ହୁଏ I ପ୍ରତିଥର ମୁଁଭୁଲି ଯାଇଥିବା…

ପିନାକୀ ମିଶ୍ର : କବିତା : ଚଂଦ୍ରଲେଖା

ରାତି ପାହିଲାଣି ଚଂଦ୍ର ଫେରିନିଗୁଜବ ଗଗନପୁରେଅନ୍ଧାର ସତ କହୁନି କାହିଁକି (?)(ଥିଲା )କାହାସାଥେ ଗୋପନରେ । ରାତି ରୂପବତୀ ଓଠ ଚିପିଚିପି ଉନମନା ପାଦଥାପିଅଳସା ଗଲା ସେ’ ପ୍ରଣୟଦିଶାରେ ଜ୍ୟୋତ୍ସ୍ନାପରଶ ଲେପିଆସିଲା ମାତିବ ବୋଲିଫୁଲାଣ  ଶୁଣିଲି  ଖାଲିପ୍ରେମପାଗ ଥରେ ଛାତିରେ ଉଠିଲେଫୁଲ କି ମହକ ରଖିପାରେ ,ରାତି ପାହିଲାଣି ଚଂଦ୍ର ଫେରିନି ………..। ବୟସର ବାଟ…

ମୀନକେତନ ପଶାୟତ : କବିତା : କାଠି ବିକୁଥିବା ବୁଢ଼ୀ

ଆରେ ବାବୁ ! ଏ ବୁଇ ! କାଠି ନେବ କାଠିକରଞ୍ଜ, ନିମ୍ବ ସର୍‌ଗି କାଠିମୁଣ୍ଡରେ ମୋର କାଠିର ପସରା କଷରା ଦାନ୍ତକୁ କରିଦେବ ତୋଫା ଗୋରାଘର ମୋର ନୂଆଁ ଗାଁମୁଁ ଫୁଲମତୀ ବୁଢ଼ୀବୟସ ତିନିକୋଡ଼ି ସରିକି । କାଠି ବିଡ଼ାଏ ବଢ଼ାଇ ଦେଲା ବୁଢ଼ୀବାବୁ ! ମୋର ମୁନୁଷ, ପୁଓ, ଝୀମୋର ଜାଏତ, ସମାଜମୋର…

ନୀଳାଦ୍ରି ମହାପାତ୍ର : କବିତା : ପାଉଁଶ

ଯେତେ ଯେତେଘୃଣା ଆଉ ତିତିକ୍ଷାର ନିଆଁରେଜାଳିଲେ ବି ପାଉଁଶ ପାଲଟୁନିଏ ମନ,ପୁଣି ପୁଣି ଝାଡ଼ି ଝୁଡି ହେଇହସ ସେକୁଚି ଏ ଜୀବନ। ପରିତ୍ୟକ୍ତ ହେଲେବିପଞ୍ଜରାହାଡ ସଂଧିରେପୋତିଦେଇଛିପ୍ରପଞ୍ଚ ପ୍ରାଣକୁ ତୋରଅବସନ୍ନ ଆକାଂକ୍ଷାଆଉ ସମଗ୍ର ସତ୍ତାକୁ ତକରିଛୁ ଆଚ୍ଛନ୍ନମୋ ମୋହମୟ ମୁକ୍ତିମଣ୍ଡପରେସଜେଇରଖିଛି ତୋ ପାଇଁଇଚ୍ଛିଥିବା ଛଦ୍ମ ସିଂହାସନ। ତୋ ଉପେକ୍ଷାର ଦଂଶନରେକେବେଠୁ ମରିସାରିଛତୋ କ୍ରୋଧର ଅଗ୍ନିରେଏ କଳଙ୍କିତ କଙ୍କାଳ…

ଅର୍ଜୁନ ଗୋପାଳ : କବିତା : ବାପା

ଠିକ ସମୟରେପବନର ଡୋର ଧରେଇଦେଇଛ ବୋଲିଅନାୟାସରେ ପହଞ୍ଚିପାରୁଛିମୋର ଇଚ୍ଛା  ପାଖେ । ଅହରହ କସରତ ଖଟାଇଜମି ନିମରେଇ ଦେଇଛ ବୋଲିଆରାମରେ ଖାଇପାରୁଛିମାଛଭାତ । ପଦ୍ମନାଗକୁ ମନାଇବାର ମନ୍ତ୍ର ଶିଖିଅତଳତଳ  ପାଣିକୁ  ପଶିଖୁବ ଚତୁରତାର ସହତୋଳି ଆଣିଦେଇ ପଦ୍ମଫୁଲତୋଷ କରିଛ ମୋର ମନ ।ଗଢ଼ିଦେଇଛ ଗୋଛାଗୋଛା ଛାଇଯେଉଁଠି ମାରିପାରୁଛି ହାଇ । ତମାମ ଜୀବନ ଯାକକଳ-ବଳ-କୌଶଳ ଖଟାଇଆସୁଛକେବଳ…

ସମ୍ବାଦବିସମ୍ବାଦ : ଜୁଲାଇ ସଂଖ୍ୟା ୨୦୨୪

କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ  ଧାମରା ସାହିତ୍ୟ ସଂସଦ ଦ୍ବାରା ଏ ମଧ୍ୟରେ ଛେଣ୍ଡସ୍ଥିତ ଧାମରା ପ୍ରେକ୍ଷାଳୟରେ “ଗ୍ରୀଷ୍ମ କବିତା ଆସର” ଓ ସାହିତ୍ୟ ସଭା ଆୟୋଜିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସଂଘର ସଭାପତି ପ୍ରଶାନ୍ତ ବେହେରା  ସାଧାରଣ ସମ୍ପାଦକ ଭଗବାନ ରାଉତ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ଦ୍ବାରା କାର୍ଯ୍ୟକ୍ରମର…